Thursday, 2 July 2026

ତୁମ୍ଭଙ୍କୁ ଭେଟିବାର କିଛି ଉପାୟ ନ ପାଇ

ତୁମ୍ଭଙ୍କୁ ଭେଟିବାର କିଛି ଉପାୟ ନ ପାଇ ହରି ନାମ ସଙ୍କୀର୍ତ୍ତନରେ ବୁଡ଼ିଲି ନିରନ୍ତର ହେ ବ୍ରହ୍ମଦାରୁ ବାସୁଦେବ ପତିତ ପାବନ ଚକାଡୋଳା ଅପଲକରୁ କରିବନି ଅନ୍ତର

No comments:

Post a Comment