Wednesday, 1 July 2026

ସବୁ ବ୍ୟସ୍ତ ଜମି ବାଡ଼ି ଭାଗ ବଣ୍ଟା କୁଣ୍ଟାରେ

ସବୁ ବ୍ୟସ୍ତ ଜମି ବାଡ଼ି ଭାଗ ବଣ୍ଟା କୁଣ୍ଟାରେ ଯମଦୂତ ଦୁଆରେ ହାତରେ ଧରିଅଛି ପଘା କଳା ସାଆନ୍ତେ ଶୋଇଲେ ଅଣସର ଘରେ ଏହି ମହାପାତକୀକୁ କିଏ ସେ ରଖିବ ନିଘା

No comments:

Post a Comment