Thursday, 2 July 2026

ସଦା ନିରନ୍ତର ଗୋବିନ୍ଦ ଗୁଣ ଗାଆ

ସଦା ନିରନ୍ତର ଗୋବିନ୍ଦ ଗୁଣ ଗାଆ ଚିନ୍ତ ସଦା ନିରନ୍ତର ବନମାଳୀ ରୂପ ସଦା ଚିତ୍ତ ସ୍ଥିର କର ଛନ୍ଦା ପାଦରେ ସଦା ନିରନ୍ତର କୃଷ୍ଣ କୃଷ୍ଣ କୃଷ୍ଣ ଜପ

No comments:

Post a Comment