Wednesday, 1 July 2026

କାନ୍ଧରେ ବୋହିବା ବେଳେ ନ୍ୟସ୍ତ କର୍ତ୍ତବ୍ୟ

କାନ୍ଧରେ ବୋହିବା ବେଳେ ନ୍ୟସ୍ତ କର୍ତ୍ତବ୍ୟ ହୃଦୟ କମଳରେ ଭରିଥାଅ ଅଶେଷ ଶ୍ରଦ୍ଧା ଦୁର୍ଲଭ ମନୁଷ୍ୟ ଶରୀର ଭେଟିବାକୁ ଆତ୍ମା ଅମୁହାଁ ମନ୍ଦିରରେ ବ୍ରହ୍ମଦାରୁ କୃଷ୍ଣ ଶ୍ରୀରାଧା

No comments:

Post a Comment