Wednesday, 1 July 2026

କେବଳ ଚକା ଡୋଳା ଦୁଇଟାକୁ

କେବଳ ଚକା ଡୋଳା ଦୁଇଟାକୁ ଦେଖିକି ଏଡ଼େ ପାଗଳ କିବା ହେବ ଅବସ୍ଥା ଛୁଇଁଲେ ଲକ୍ଷ୍ମୀ ସେବିତ ଛନ୍ଦା ଚରଣ ଅରକ୍ଷିତ ହୋଇ ପଡ଼ିଥାରେ ମୋର ଆତ୍ମା ସିଂହଦ୍ୱାରରେ ଦିନ କେତୁଟା ଘୋଷ ଯାତ୍ରା ମହାବାହୁ କରିବେ କାରଣ

No comments:

Post a Comment