Thursday, 2 July 2026

ଚକାଡୋଳା ହେ ତୁମେ ଏମିତି ଚାହିଁଥିଲେ

ଚକାଡୋଳା ହେ ତୁମେ ଏମିତି ଚାହିଁଥିଲେ ଆଉ ଏହି ରାମ ଅରକ୍ଷିତର ଭୟ କାହାକୁ ମୁଁ ଝୁଣ୍ଟି ପଡିଲେ ଆହାଃ ବୋଲି କହୁଥିବ ସର୍ବଦା ଆତ୍ମା ଝୁରି ମରୁଥିବ ଚୌବାହାକୁ

No comments:

Post a Comment