Sunday 1 October 2023

ପଥର ଦିଅଁକୁ ମନେଇବାକୁ ଯାଇ

ପଥର ଦିଅଁକୁ ମନେଇବାକୁ ଯାଇ ମନ୍ଦିରରେ ପଶିଲି ଓହ୍ଲାଇ ପାଦୁକା ସାଧନାର ପ୍ରଥମ ପାହାଚରେ ଯମ ଆଉ ମୁଁ ଆଗକୁ ବଢି ନାହିଁ ଅଧିକା

No comments:

Post a Comment