Monday 2 October 2023

ମୋ ଦେହ ମନ କୂଳରେ ବସିଲେ

ମୋ ଦେହ ମନ କୂଳରେ ବସିଲେ ସ୍ନାନ କଲେ ନାହିଁ ଭକ୍ତି ଗଙ୍ଗାରେ ମନ ନ ଚିନ୍ତିଲା ଆଖି ନ ତିନ୍ତିଲା ମୁଁ ଏକଲା ହେଲି ମୁକ୍ତି ଡଙ୍ଗାରେ

No comments:

Post a Comment