Saturday 7 October 2023

କେବଳ ଦିନ କେତୁଟା ଏ ଭବ ଯାତରା

କେବଳ ଦିନ କେତୁଟା ଏ ଭବ ଯାତରା ହରି ହେ ମୋ ହାତ ଧରି ଧରି ଚାଲୁଥା ଆଶା ଫାସରେ ବାନ୍ଧିଲୁ ମର ଶରୀର ଅଧା ଗଢ଼ାରେ ମୋ ହୃଦୟରେ ବସିଥା

No comments:

Post a Comment