Friday 6 October 2023

ହୃଦୟରେ ବସାଇଲି ତୋତେ ଶ୍ୟାମା

ହୃଦୟରେ ବସାଇଲି ତୋତେ ଶ୍ୟାମା ଆଚାର ବ୍ୟବହାରରେ ଲାଗିଲା କାଳି ଦୟା କ୍ଷମାରେ ପରିପୂର୍ଣ କଲୁ ହୃଦୟ ମା ଗୋ ସନ୍ତାନ କି କରିବ ଆଉ ଅଳି

No comments:

Post a Comment