Monday 9 October 2023

କୋଟିଏ ଶଶି ନିନ୍ଦଇ ତୋର କର୍ଣ୍ଣର କୁଣ୍ଡଳ ବେନି

କୋଟିଏ ଶଶି ନିନ୍ଦଇ ତୋର କର୍ଣ୍ଣର କୁଣ୍ଡଳ ବେନି ମାଆ ଗୋ ପାଦ ପଦ୍ମରେ ସମର୍ପିଲି ନାଲି ମନ୍ଦାର କୋଟିଏ ରବି ନିନ୍ଦଇ ତୋର ଦେହର କାନ୍ତି ମାଆ ମାଆ ଗୋ ହୃଦୟରୁ ଦୂର କର ଅଜ୍ଞ୍ୟାନ ଅନ୍ଧାର

No comments:

Post a Comment