Sunday 8 October 2023

ମନରେ ଜୁଆର ବୁଦ୍ଧି ହଜାଏ

ମନରେ ଜୁଆର ବୁଦ୍ଧି ହଜାଏ ବୁଦ୍ଧି ଜୁଆରରେ ଆତ୍ମ ଜ୍ଞ୍ୟାନ ଭାସି ଯାଆନ୍ତି ଇନ୍ଦ୍ରିୟ ସକଳ ଶରୀର ପ୍ରତି ନ ରହଇ ଧ୍ୟାନ

No comments:

Post a Comment