Thursday 5 October 2023

ମନକୁ ବେଡ଼ିଛି ଚିନ୍ତା

ମନକୁ ବେଡ଼ିଛି ଚିନ୍ତା ହୃଦୟକୁ ବେଡ଼ିଛି କପଟ କେମିତି ଚିହ୍ନିବି ନିଜକୁ ଆଗରେ ମାୟା କବାଟ

No comments:

Post a Comment