Wednesday 4 October 2023

କଜଳ ପାତିରୁ କଜଳ ଦେହରେ ବୋଳିଲି

କଜଳ ପାତିରୁ କଜଳ ଦେହରେ ବୋଳିଲି କୋଇଲି କଣ୍ଠରେ ଗାଇଲି ଗୋପୀ ଗୀତ ଚକା ଡୋଳାର ଗଭୀରତାରେ ବୁଡି ମଲି ବ୍ରହ୍ମଦାରୁରେ ତୋର ନ ଦୋହଲିଲା ଚିତ୍ତ

No comments:

Post a Comment