Monday 2 October 2023

ମାଜିଲି ଧୋଇଲି ଯେତେ ସଫା କଲି

ମାଜିଲି ଧୋଇଲି ଯେତେ ସଫା କଲି ଦେହ ମନ ବଚନରୁ ନ ଛାଡିଲା କଳା ଅଲେଖ ପାଟଣାରେ ସୂର୍ଯ୍ୟ ଚନ୍ଦ୍ର ନାହିଁ ମା ମୋ ଶ୍ୟାମା ବାପ ମୋ ଚକାଡୋଳା

No comments:

Post a Comment