Wednesday, 7 January 2026

ହରି ରାମ ଗୁଣ କୀର୍ତ୍ତନକୁ

ହରି ରାମ ଗୁଣ କୀର୍ତ୍ତନକୁ ଯିଏ ସେ ସଦା ନିରନ୍ତର ଆଗଭର ଦେହ ଛାୟା ସମ ସଦା ସାଥିରେ ଚାଲିବାକୁ ନିର୍ଭର ପ୍ରତିଶ୍ରୁତି କରୁଣା ବରୁଣାଗାର ଅଶରଣ ଶରଣ ଅକର୍ମା ଦାନୀ କଳ୍ପବୃକ୍ଷ ଓଁ ଶ୍ରୀ ସାଇରାମ ତୁମ୍ଭରି ପାଦପଦ୍ମରେ ସଦା ରହୁ ମୋର ମତି

No comments:

Post a Comment