Wednesday, 7 January 2026

ପାଦ ନ ଥିବାର ଛଳନା କରନା ହେ ବ୍ରହ୍ମଦାରୁ

ପାଦ ନ ଥିବାର ଛଳନା କରନା ହେ ବ୍ରହ୍ମଦାରୁ ଏହି ମହାପତିତର ପ୍ରାର୍ଥନା ଅବଶ୍ୟ ଶୁଭୁଥିବ ଦର୍ଶନ ଲଭିଲେ କେବଳ ଛନ୍ଦା ଚରଣ ଛୁଇଁବି ହେ ଅନ୍ତର୍ଯ୍ୟାମୀ କୃଷ୍ଣ ମୋ ଅନ୍ତରତ ଜାଣୁଥିବ

No comments:

Post a Comment