Thursday, 8 January 2026

ଶ୍ରବଣ ଇନ୍ଦ୍ରିୟକୁ ଲୀଳାମୃତ ବେଣୁ ପାଣି

ଶ୍ରବଣ ଇନ୍ଦ୍ରିୟକୁ ଲୀଳାମୃତ ବେଣୁ ପାଣି ଦର୍ଶନ ଇନ୍ଦ୍ରିୟକୁ ମୋହନ ତ୍ରିଭଙ୍ଗ ଠାଣି ସତ୍ତ୍ୱ ବୁଦ୍ଧିକୁ ତତ୍ତ୍ୱ ବ୍ରହ୍ମଦାରୁ ଚକାଡୋଳା ଛନ୍ଦାପାଦେ ଶରଣ ଦେଲେ ଆତ୍ମା ଜାଣି

No comments:

Post a Comment