Monday, 5 January 2026

ହେ ଲକ୍ଷ୍ମୀକାନ୍ତ

ହେ ଲକ୍ଷ୍ମୀକାନ୍ତ ବାସୁକୀ ନାଗ ପୃଷ୍ଠ ଶୟନା ଶଙ୍ଖ ଚକ୍ର ମହାବାହୁ ଶ୍ୱେତ କମଳ ନୟନା ହେ ଅକର୍ମା ଦାନୀ ଅଶରଣ ଶରଣ ଶ୍ରୀପତି ସ୍ୱକୃପାରେ ଉଦ୍ଧର ଅଧମ ଥଳକୂଳ ପାଏନା

No comments:

Post a Comment