Thursday 17 August 2023

ବାଦ୍ୟ ନିରକ୍ଷର ଶବ୍ଦର ଲହରୀ

ବାଦ୍ୟ ନିରକ୍ଷର ଶବ୍ଦର ଲହରୀ ହୃଦୟରେ ଆଣେ ଜୁଆର ଭଟ୍ଟା ଗତି ଭକ୍ତି ମୁକ୍ତି ମୋକ୍ଷକୁ ସମର୍ଥ ସଂସାର କରୁଥାଏ ଭାଗ ବଣ୍ଟା

No comments:

Post a Comment