Thursday 24 August 2023

ଅତି ଦୂର ଦୀପ ଶୁଦ୍ଧ ଆଲୋକ

ଅତି ଦୂର ଦୀପ ଶୁଦ୍ଧ ଆଲୋକ ଅତି ଦୂର ଦୂର ନିର୍ମଳ ଆକାଶ ଅତି ଦୂର ପୁଷ୍ପ କେବଳ ସୁଗନ୍ଧ ଅତି ଦୂର ଅହଂ ସ୍ୱୟଂ ବିକାଶ

No comments:

Post a Comment