Saturday 12 August 2023

ଲେଙ୍ଗଡ଼ା ସାପର ହାତ ପାଦ କିଛି ନାହିଁ

ଲେଙ୍ଗଡ଼ା ସାପର ହାତ ପାଦ କିଛି ନାହିଁ କୃପାସିନ୍ଧୁ ହେ ଖୋଜି ଦେଉ ଗାତ ଭାତ ସୃଷ୍ଟି ସ୍ଥିତି ଲୟ ତୋ ଅବଢ଼ାରେ ସନ୍ତୁଷ୍ଠ ପତିତ ଉଦ୍ଧାର କରେ ନୀଳଚକ୍ରେ ନେତ ଲେଙ୍ଗଡ଼ା ସାପର ହାତ ପାଦ କିଛି ନାହିଁ କୃପାସିନ୍ଧୁ ହେ ଖଞ୍ଜିଛୁ ଗାତ ଆଉ ମୂଷା ସୃଷ୍ଟି ସ୍ଥିତି ଲୟ ତୋ ଅବଢ଼ାରେ ସନ୍ତୁଷ୍ଠ ହେ ବଂଶୀଧର ନ କରିବୁ ଲୋକ ହସା

No comments:

Post a Comment