Saturday 26 August 2023

ହାଣ୍ଡି ପରି କଳା ଦିଅଁ ମୋହର

ହାଣ୍ଡି ପରି କଳା ଦିଅଁ ମୋହର ଘନ ଅନ୍ଧାର ମୋର ପୂଜା ଘର ଜ୍ଞାନ ପ୍ରଦୀପ ଜାଳି ମୁଁ ଦେଖିବି ଲୋଭ ମୋହ ପବନକୁ ଡର

No comments:

Post a Comment