Sunday 6 August 2023

ଭସା ପୋଡ଼ ପୋତ

ଭସା ପୋଡ଼ ପୋତ ମଢ଼ା କହେନି କଥା ପିଣ୍ଡରେ ଥାଉ ପ୍ରାଣ ନାମରେ ରଖ ମଥା

No comments:

Post a Comment