Sunday 27 August 2023

ଆହାଃ କି ମଧୁର ତାର ବଂଶୀର ଧ୍ୱନି

ଆହାଃ କି ମଧୁର ତାର ବଂଶୀର ଧ୍ୱନି ସହିରେ ଯମୁନା ଘାଟକୁ ନେଲା ଟାଣି କି ଉପମା ଦେବି ଦୁଃଖ ପାଶୋରାର ସହିରେ ମୋ ହୃଦୟକୁ ନେଲା କିଣି

No comments:

Post a Comment