Saturday 19 August 2023

ପଥେ ପଥର ଅବଳା ହୋଇଲା

ପଥେ ପଥର ଅବଳା ହୋଇଲା ଦଦରା କାଠ ଡ଼ଙ୍ଗା ହେଲା ସୁନା ଯେଉଁଠି ପଡେ ତୋର ପାଦପଦ୍ମ ତହିଁ ଉଡେ ପତିତ ପାବନବାନା

No comments:

Post a Comment