Sunday 13 August 2023

ବନ୍ଧୁମାନଙ୍କ ମଧ୍ୟରେ ସେହି ବନ୍ଧୁ ପରମ

ବନ୍ଧୁମାନଙ୍କ ମଧ୍ୟରେ ସେହି ବନ୍ଧୁ ପରମ ଯିଏ ସେ ଆତ୍ମା ଉଦ୍ଧାରଣେ ହାତ ବଢାଏ ବନ୍ଧୁବାନ୍ଧବ ଯାଆନ୍ତି ଶଶ୍ମାନ ଘାଟ ଯାଏ ଯିଏ ଆତ୍ମା ବନ୍ଧୁ ବାଇଶିପାହାଚ ଚଢାଏ

No comments:

Post a Comment