Saturday 19 August 2023

କେଉଁଠି ଆସିଲି କେଉଁଠାକୁ ଯିବି

କେଉଁଠି ଆସିଲି କେଉଁଠାକୁ ଯିବି ଭାବିଲେ ବୁଦ୍ଧି ହୋଇଯାଏ ବଣା କିଣିଥିଲି ଯାହା ଫେରାଉଛି ତାହା ଆଣିବାକୁ ଭୁଲିଗଲି ଟଙ୍କାର ମୁଣା

No comments:

Post a Comment