Wednesday 23 August 2023

ତୋଳିବି ତୋଳିବି ଭାବିଲି ଯେଉଁ ଫୁଲ

ତୋଳିବାକୁ ଭାବିଥିଲି ଯେଉଁ ଫୁଲ ସେ ଫୁଲକୁ ଚୁମିଦେଲା ମଧୁମକ୍ଷି ମାଗିବି ମାଗିବି କେତେ ଭାବୁଥିଲି ଅନ୍ୟକୁ ଦେଇଦେଲା ଚକାଆଖି

No comments:

Post a Comment