Tuesday 22 August 2023

ମନ ଛାଡ଼ି ଚାଲିଗଲା ଦେହର ହାତ

ମନ ଛାଡ଼ି ଚାଲିଗଲା ଦେହର ହାତ ଦେହ ହଜିଗଲା ସଂସାର ହାଟରେ ସଂସାର ହାଟରେ ଏକା ବୁଲୁଥିଲି କୃଷ୍ଣକୁ ଭେଟିଲି ଯମୁନା ଘାଟରେ

No comments:

Post a Comment