Thursday 31 August 2023

ଯେଉଁ ଫୁଲଟିକୁ ହାତ ନ ପାଇଲା

ଯେଉଁ ଫୁଲଟିକୁ ହାତ ନ ପାଇଲା ଫୁଲଟି ପାଖୁଡା ଝାଡ଼ି ହେଲା କଷି ଯେଉଁ ଫୁଲଟି ଖୋସିଲି ଗଭାରେ ଫୁଲଟି ଅଜାଣତରେ ପଡିଲା ଖସି

No comments:

Post a Comment