Wednesday 6 September 2023

ଅଧରରେ ଶୋଭାପାଏ ମୋହନ ବଂଶୀ

ଅଧରରେ ଶୋଭାପାଏ ମୋହନ ବଂଶୀ ଧ୍ୱନିରେ ରାଧାରାଣୀ ସଂସାର ପାଶୋରା ଭୂଜରେ ଶୋଭଇ ଶଙ୍ଖ ଚକ୍ର ଗଦା ପଦ୍ମ ଅବତରିଲେ ଧର୍ମ ପାଏ ପରମ ଆସରା

No comments:

Post a Comment