Monday 4 September 2023

ମାଆ

ପ୍ରଥମ ପରଶ ପ୍ରଥମ ପ୍ରେମ ପ୍ରଥମ ଆଶ୍ରୟ ମା ଜନ୍ମଦାତ୍ରୀ ପ୍ରଥମ ଶିକ୍ଷକ ଅଭୁଲା ସ୍ମୃତି ପ୍ରଥମ ପ୍ରଣାମ ମାଆ ଗାୟତ୍ରୀ [୧] ସ୍ମୃତି ଝରକା ଶୀତଳ ପବନ ଡାକ ଦୂର ଦେଉଳ ଘଣ୍ଟି ଶବ୍ଦ ପଣତ ଛାଇ ପ୍ରଶାନ୍ତି ମନ୍ଦିର ମା ଆଲିଙ୍ଗନେ କର ଆବଦ୍ଧ [୨] ଝୁଣ୍ଟିଲେ ପଡିଲେ ମାଆଲୋ ମୁଁହ ଶୁଖିଲେ ରକତ ଶୁଖେ ସଜଡା ଶେଜ ସଜ ଗୋଲାପ ନିକଟରେ ଥାଉ ଜର ଦୁଃଖେ [୩] ହାତ ରାନ୍ଧଣା ଅବଢା ସୁଆଦ ଦୁଷ୍ଟି ଅଗଣା ଝୁଲଣା କୋଳ ଦୁଷ୍ଟାମୀ କଲେ ସର୍ବେ ଗାଳି ସର୍ବସଂହା ତୁ ସ୍ନେହ ସମ୍ବଳ [୪] ଯେଉଁଠି ଥାଆ ଭଲରେ ଥା ବଡ ମା ଧରି ଥାଉ କୋଳେ ମନ ଝରକା ଡାକେ ମା ମା ସନ୍ତାନ ଭାସେ ଆଖି ଜଳେ [୫]

No comments:

Post a Comment