Friday 8 September 2023

ଅତି ଆନନ୍ଦରେ ଅଧୀର ପ୍ରତିଟି ପୁଷ୍ପ

ଅତି ଆନନ୍ଦରେ ଅଧୀର ପ୍ରତିଟି ପୁଷ୍ପ ଗୋବିନ୍ଦ ଗଳାରେ ଦେଲେ ବନମାଳ ଆନନ୍ଦରେ ଅଧୀର ମୋହନ ବଂଶୀ ମଧୁର ଅଧରେ ଫୁଙ୍କିଲେ ଆଦିମୂଳ

No comments:

Post a Comment