Thursday 7 September 2023

ବେଲ ତୁଳସୀ ମନ୍ଦାର ତିନି ବୃକ୍ଷ

ବେଲ ତୁଳସୀ ମନ୍ଦାର ତିନି ବୃକ୍ଷ ଶୈବ ବୈଷ୍ଣବ ଶାକ୍ତ ତିନିଟି ପଥ ତ୍ୟାଗ ଶ୍ରଦ୍ଧା ଭକ୍ତି ତିନିଟି କଉଡ଼ି ଦେହ ମନ ବଚନ ତିନୋଟି ରଥ

No comments:

Post a Comment