Friday 1 September 2023

ଫୁଲଟିରେ ଖଞ୍ଜିଲୁ ପାଞ୍ଚୋଟି ପାଖୁଡା

ଫୁଲଟିରେ ଖଞ୍ଜିଲୁ ପାଞ୍ଚୋଟି ପାଖୁଡା ନିତି ପ୍ରତି ତୋତେ ଭେଟିବାକୁ ଯାଏ ଦେହଟିରେ ଖଞ୍ଜିଲୁ ପାଞ୍ଚ ପାଞ୍ଚ ମନ ଅଭାବୀଟି ଏଣେ ତେଣେ ବୁଲୁ ଥାଏ

No comments:

Post a Comment