Saturday 9 September 2023

ଅଧା ଗଢ଼ାକୁ ସମର୍ପିଲି ମିଶିରି ଆଉ ତୁଳସୀ

ଅଧା ଗଢ଼ାକୁ ସମର୍ପିଲି ମିଶିରି ଆଉ ତୁଳସୀ ଭାବିଥିଲି ଶ୍ରୀମୁଖ ଖୋଲିଲେ ଖୋଇ ଦେବି ଅଧା ଗଢାଠାରୁ ବୋହିନେଲେ କଳା ପିମ୍ପୁଡି ଭାବିଥିଲି ସନ୍ନିକଟେ ପାଦପଦ୍ମେ ଲୋଟି ଯିବି

No comments:

Post a Comment