Friday 8 September 2023

ଦିନ କେତୁଟାରେ ପାଖୁଡା ଝଡି ପଡେ

ଫୁଲ ପାଖୁଡାର ବୟସ ଦିନ କେତୁଟା ମାସ କେତେ ବୃକ୍ଷରେ ପାଚିଲେ ଫଳ ବୁଢା ଗଛର ବୟସ ବରଷ କେତୁଟା ମନ ତୋ ପାଖେ ରହୁ ହେ ଆଦିମୂଳ

No comments:

Post a Comment