Wednesday 6 September 2023

ବାସି ରୁଟିରୁ ଖଣ୍ଡେ ଦେଲି କୁଆକୁ

ବାସି ରୁଟିରୁ ଖଣ୍ଡେ ଦେଲି କୁଆକୁ କେ କହୁ ତା ଆନନ୍ଦର ରାଉ ରାଉ ଧର୍ମ ଅର୍ଥ କାମ ମୋକ୍ଷ ଯଦି ମିଳେ କାଉ ଶ୍ରୀକ୍ଷେତ୍ର ଉଡି ଯିବ କି ଆଉ

No comments:

Post a Comment