Saturday 2 September 2023

ଜଣକ ପାଖରେ ଭଲ ହେବା ଲାଗି

ଜଣକ ପାଖରେ ଭଲ ହେବା ଲାଗି ଅନ୍ୟ ଜଣକ ପାଖରେ ହେଲି ମନ୍ଦ ରାତ୍ରି ଦୁଃସ୍ବପ୍ନ ମୋର ନିଦ ହରିଲା ମନ ବିବେକ ମଧ୍ୟରେ ପ୍ରବଳ ଦ୍ଵନ୍ଦ

No comments:

Post a Comment