Thursday, 4 June 2026

ଜଗନ୍ନାଥଙ୍କର କପାଳରେ ବଡ଼ ଚନ୍ଦନ ଠୋପା

ଜଗନ୍ନାଥଙ୍କର କପାଳରେ ବଡ଼ ଚନ୍ଦନ ଠୋପା ଚକାଆଖି ଆଖି ମିଳେଇ ମନ୍ତ୍ର ହେଲା ଅଜପା ଗରୁଡ ପଛରୁ ଚାହିଁଲେ ଏଡ଼େ ଲାଗନ୍ତି ନିଜର ଯେମିତି କାଳିଆ ମୋର ଅସଲ ମାଆ ବାପା

No comments:

Post a Comment