Monday, 1 June 2026

ଶାରୀ ଲୋ ସେ ଚକାଡୋଳାଙ୍କୁ ଚାହିଁବାକୁ କହନା

ଶାରୀ ଲୋ ସେ ଚକାଡୋଳାଙ୍କୁ ଚାହିଁବାକୁ କହନା ଶୁଆ ଲୋ ବ୍ରହ୍ମଦାରୁଙ୍କର ଦାଢ୍ୟତା ଭକ୍ତି ଗାଅନା ସହସ୍ରଦଳ କମଳ ପାଖୁଡା ଖୋଲି ବାସ ଚହଟେ ମନ ଭ୍ରମର ଛନ୍ଦା ଚରଣ ଛାଡି କେଣେ ଯାଏନା

No comments:

Post a Comment