Tuesday, 2 June 2026

ତୁମ୍ଭେ ପରା ମୋର ଅତି ଆପଣା ପ୍ରାଣ ପ୍ରିୟତମ

ତୁମ୍ଭେ ପରା ମୋର ଅତି ଆପଣା ପ୍ରାଣ ପ୍ରିୟତମ ଚକାଡୋଳା ହେ କଥା ନ କହିଲେ ଆତ୍ମା କାନ୍ଦିବ ତୁମ୍ଭ ପରା ଅଶରଣ ଶରଣ ଅକର୍ମା ନବଧା ଭକ୍ତି କିଛି ଟିକେ ତୁଣ୍ଡରେ ନ ଦେଲେ ଆତ୍ମାକୁ ବାଧିବ

No comments:

Post a Comment