Wednesday, 3 June 2026

ବନମାଳୀ ବାସୁଦେବ ଗୋବିନ୍ଦ କଣ ତୁମେ ଭାବୁଛ

ବନମାଳୀ ବାସୁଦେବ ଗୋବିନ୍ଦ କଣ ତୁମେ ଭାବୁଛ ଗ୍ରୀବା ଢାଳି ବଂଶୀ ଅଧର ପିତାବାସ କିମ୍ପା ଚାହୁଁଛ ଅର୍ଜୁନ ସଖା ରୁକ୍ମଣୀ ବ୍ରହ୍ମଦାରୁ ମୁଁହି ମହା ପାମର ତୁମ୍ଭ କୃପା ବିନା କି ଅଧମ ଚଢ଼ିବ ବାଇଶି ପାବଛ

No comments:

Post a Comment