A flower with 4 petals
Monday, 1 June 2026
ଯେଉଁଠି ହୁଏ ସଦା ନିରନ୍ତର ହରି ନାମ ସଙ୍କୀର୍ତ୍ତନ
ଯେଉଁଠି ହୁଏ ସଦା ନିରନ୍ତର ହରି ନାମ ସଙ୍କୀର୍ତ୍ତନ ବିନତା ସୁତ ପାରିଥାଏ ଗୋବିନ୍ଦଙ୍କ ବସିବା ଆସନ ସେଇଠି ହୁଏ ସଦା ନିରନ୍ତର ଶାନ୍ତି ପ୍ରେମ ବିରାଜ ସତ୍ୟ ଧର୍ମ ଅହିଂସା କ୍ଷମାଙ୍କର ଚାଲିଥାଏ ସୁସାଶନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment