Wednesday, 3 June 2026

ଗରୁଡ ପଛରୁ ଚାହିଁ ଦେଇ ଭକ୍ତେ ଆତ୍ମାହରା ହୁଅନ୍ତି

ଗରୁଡ ପଛରୁ ଚାହିଁ ଦେଇ ଭକ୍ତେ ଆତ୍ମାହରା ହୁଅନ୍ତି ତୁମ୍ଭ ଚକାଡୋଳା ଦୁଇଟି ମହାବାହୁ ହେ କୁହୁକ ମୁଣି ବରୁଣ ଜାମାତା କରୁଣା ବରୁଣାଗର ଅପଲକ ନୟନ ତୁମ୍ଭ ଛନ୍ଦା ଚରଣରେ ଶରଣ ଦିଅ ହେ ବେଣୁପାଣୀ

No comments:

Post a Comment