Monday, 1 June 2026

ଆହାଃ ନୀଳକନ୍ଦର ହାତୀ କେଡେ

ଆହାଃ ନୀଳକନ୍ଦର ହାତୀ କେଡେ ସୁନ୍ଦର ଝୁଲୁଅଛି ବଡଦାଣ୍ଡ ଉଛୁଳି ପଡୁଛି ହରି ବୋଲ ହୁଳୁହୁଳିରେ ଦୋହଲୁଛି ଟାହିଆ ଦୁଲୁକୁଛି ବଡଦାଣ୍ଡ ଭକ୍ତ ହୃଦୟ ଆହାଃ କି ଭାଗ୍ୟ ପତିତ ଦେଖେ ଆତ୍ମା ଡୋଳାରେ

No comments:

Post a Comment