Wednesday, 3 June 2026

ଚାହାଁ ମନ କେଡେ ବଡ ଭକ୍ତ ଗହଳି ସବା ପଛରେ

ଚାହାଁ ମନ କେଡେ ବଡ ଭକ୍ତ ଗହଳି ସବା ପଛରେ କେଡେ ରଙ୍ଗେ ଭକ୍ତ ମେଳରେ ନାଚି ଆସନ୍ତି କାଳିଆ ଶୁଦ୍ର ମହା ପାମର ରାମ ବୁଡିଛି ସଦା ପାପ ପଙ୍କରେ ଛନ୍ଦା ଚରଣରେ ଶରଣ ଦେଵେ କି ବ୍ରହ୍ମଦାରୁ ତଳିଆ

No comments:

Post a Comment