Tuesday, 2 June 2026

ନୟନ ଯୋଡିକ ଯାହାର ଚନ୍ଦ୍ର ଆଉ ସୂର୍ଯ୍ୟ

ନୟନ ଯୋଡିକ ଯାହାର ଚନ୍ଦ୍ର ଆଉ ସୂର୍ଯ୍ୟ ଧର୍ମ ପତ୍ନୀ ଯାହାର ଅଖିଳ ଜନନୀ କମଳା ସେହି ମହାବାହୁଙ୍କର ଛନ୍ଦା ଚରଣ ଚିନ୍ତୁଅଛି ଷଢ଼ ରିପୁ କବଳରୁ ଉଦ୍ଧରିବେ ନନ୍ଦ ବଳା

No comments:

Post a Comment