Wednesday, 3 June 2026

ଆତ୍ମା କହିଲେ କପାଳ ଚନ୍ଦନ ଠୋପା

ଆତ୍ମା କହିଲେ କପାଳ ଚନ୍ଦନ ଠୋପା ଚକାଡୋଳା ଅଖିଳ ବିଶ୍ୱ ମାତା ପିତା ଲୀଳାନିଧି କୃପାନିଧି ଦୟାନିଧି ହୃଦୟ ଅପଲକ ସମଦର୍ଶୀ ନାହିଁ ଆଖି ପତା

No comments:

Post a Comment